ମୁଆଁ
ଦେଖଣା
ମୁଆଁ
ଉଚ୍ଚାରଣ
[ସମ୍ପାଦନା](ମୁଆଁ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମୁଆଁ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୋଦକ, ପ୍ରା. ମେଅଅ)
[ସମ୍ପାଦନା]ଖଇ, ମୁଢ଼ୀ ଆଦି ଗୁଡ଼ର ବା ଚିନିର ପାଗରେ ପକାଯାଇ ବଳାଯାଇ ଥିବା ଗ୍ରମିଷ୍ଟାନ୍ନ ଗୋଳକ; ଗୁଡ଼ ପକ୍ୱ ଲିଆର ବା ମୁଢ଼ୀର ଲଡ଼ୁ —Parched or fried paddy coated with treacle or sugar and rolled into a ball.