ମୁଆଁଳି
ଦେଖଣା
ମୁଆଁଳି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - (ପ୍ରାଚୀନ ସନନ୍ଦ) ବିଶେଷ୍ୟ -
[ସମ୍ପାଦନା]ବିଧବା ସ୍ତ୍ରୀ, ଝିଅ, ଭାଇ, ଭଉଣୀ ଥିବା ସତ୍ୱେ ଲୋକ ପୁତ୍ରହୀନ ହୋଇ ମଲେ ତାହାର ତ୍ୟକ୍ତ ସମ୍ପତ୍ତି ଖାସ୍ ଦଖଲକୁ ଆସିବା ରୀତି — The custom of escheat to the crown for failure of male heirs, although such relations; as widow, daughter, brother, sister, survive the deceased.