Jump to content

ମୁଆଁ ପାଡ଼ିବା

ଉଇକିଅଭିଧାନ‌ରୁ

ମୁଆଁ ପାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଉଖୁଡ଼ାକୁ ପିଷ୍ଟକାକାରରେ ବଳି ମୁଆଁ କରିବା —To prepare cake-like of flattened balls with parchoed or ried paddy coated with treacle.

[ଉ—ମାଆଁ ପାଡ଼, ଖଜା ପାଡ଼ୁ, କାଳିଆ ବଳଦ ଗଲାରେ! ହାଣ୍ଡି ଖ(ଧ)ଡ଼ ଖ(ଧ)ଡ଼ କଲାରେ ଶିଶୁଗୀତ]