Jump to content

ମୁଆଁ ପିଠା

ଉଇକିଅଭିଧାନ‌ରୁ

ମୁଆଁ ପିଠା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧନୁ ମୁଆଁ ଆକୃତି ବିଶିଷ୍ଟ ବା ପଲମ ଆକୃତିର ଇଣ୍ଡରୀ ପିଠା —Steam-boiled cake made in the shape of a frying pan.

[ଦ୍ରଷ୍ଟବ୍ୟ —ହାଣ୍ଡିରେ ପାଣି ଦେଇ ହାଣ୍ଡିକୁ ଚୁଲି ଉପରେ ବସାଇ ହାଣ୍ଡି ମୁହଁରେ ଖଣ୍ଡେ 'ଅଥାର' କନା ବାନ୍ଧି ସେହି କନା ଉପରେ ପଲମ ଆକାରରେ ପିଠଉ ଜମା କରାଯାଏ ତାହା ହାଣ୍ଡି ଭିତରୁ ଉଠୁଥିବା ବାମ୍ଫଦ୍ୱାରା ସିଦ୍ଧ ହେଲେ ଏହି ପିଠା ତିଆରି ହୁଏ ଚାଉଳ ଓ ବିରିଟାଦ୍ୱାରା ଏହି ପିଠଉ ତିଆରି ହୁଏ]