ମୁଆଜା
ଦେଖଣା
ମୁଆଜା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁଆବାଜା=କ୍ଷତିପୂରଣ, ପ୍ରତିଶୋଧ; ମୁଆୟନା=ନିରୀକ୍ଷଣ; ମୁଆହିତା—ଦୃଢ଼ ନିଶ୍ଚୟ; କରାଇ)
[ସମ୍ପାଦନା]- ୧. ଅଭିଯୁକ୍ତ ବ୍ୟକ୍ତିର ସାକ୍ଷାତରେ କୌଣସି ବିଷୟ ପ୍ରମାଣ କରାଇବା —୧. Proving of a
matter in the presence of an accused person.
[ଉ—ଆଖିରେ ଦେଖି ମୁଆଜା ଚାହେଁ, ତାହାଠାରୁ ବଳି ଓଲମା କିଏ? ଢ଼ଗ]
- ୨. ମୁକାବିଲା —୨. Confronting.
- ୩. ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷ ପ୍ରମାଣ. ସାକ୍ଷ୍ୟ ପ୍ରମାଣ —୩. Direct evidence.