Jump to content

ମୁଆଜା କରିବା

ଉଇକିଅଭିଧାନ‌ରୁ

ମୁଆଜା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବିଷୟକୁ ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷ ରୂପେ ପ୍ରମାଣିତ କରାଇବା; କୌଣସି ବିଷୟ ପ୍ରମାଣିତ କରାଇବା —୧. To have a matter proved by direct evidence.
୨. ମୁଆଜା ନେବା; କୌଣସି ବିଷୟର ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷ ପ୍ରମାଣ ଗ୍ରହଣ କରିବା —୨. To take direct evidence on a matter.
୩. ବାଦୀ ବିବାଦୀ ଉଭୟଙ୍କୁ ମୁକାବିଲା କରାଇ କୌଣସି ବିଷୟ ପ୍ରମାଣିତ କରାଇବା —୩. To have a matter proved by cofronting both the parities.