ମୁଆଜ ମୁକାବିଲା
ଦେଖଣା
ମୁଆଜ ମୁକାବିଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଆଜ ମୁକାବିଲା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ସହଚର ଶବ୍ଦ)
[ସମ୍ପାଦନା]ଉଭୟପକ୍ଷଙ୍କର ଉପସ୍ଥିତିରେ ଗୃହିତ କୌଣସି ବିଷୟର ସାକ୍ଷ୍ୟ ଲକ୍ଷ୍ୟ ପ୍ରତ୍ୟକ୍ଷ ପ୍ରମାଣ —Proof of a matter taken in the presence of both the parties.