Jump to content

ମୁଇଁ

ଉଇକିଅଭିଧାନ‌ରୁ

ମୁଇଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ଇତର) ସର୍ବନାମ

[ସମ୍ପାଦନା]
୧. ମୁଁ —୧. I.
୨. ମୁହିଁ; ଆମ୍ଭେହିଁ —୨. I certainly.

[ଉ—ମୁଇଁ ଗୋପୀ ଜନଙ୍କ ଦାସ ଯଶୋବନ୍ତ, ପ୍ରେମଭକ୍ତି ବ୍ରହ୍ମଗୀତ]

ପ୍ରାଦେଶିକ - (ସମ୍ୱଲପୁର; ସିଂହଭୂମି) ସର୍ବନାମ

[ସମ୍ପାଦନା]

ମୁଁ —I.