Jump to content

ମୁକର

ଉଇକିଅଭିଧାନ‌ରୁ

ମୁକର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ଅ. (ଆରବୀ - ମୁକିର=ସ୍ୱୀକାର; ମୁକଭର୍=ନିର୍ଦ୍ଦିଷ୍ଟ)

ନିଶ୍ଚେ; ଅଲ୍ ବତ୍; ଅବଶ୍ୟ — Surely; certainly; positively.

[ଉ—୧ ମୁଁ ମୁକର ସେଠାକୁ ଯିବି

୨: ତୁ ମୁକର ଏ କାର୍ଯ୍ୟ କରିବୁ

୩. ବୀରବାଦ୍ୟ ମାନତ ଶୁଭୁଛି ହେ ଅଇଲେଟି ମୁକର ବିଶ୍ୱନାଥ. ବିଚିତ୍ର ରାମାୟଣ)