ମୁକରର୍
ଦେଖଣା
ମୁକରର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -(କଚେରିଆ)—(ଆରବୀ - ମୁକର୍ ରୀ)
[ସମ୍ପାଦନା]- ୧. କୌଣସି କାର୍ଯ୍ୟ ବା ପଦରେ ସ୍ଥାୟୀରୂପେ ନିଯୁକ୍ତି; ନମୁଦ —Permanent appointment in a post.
- ୨. ସ୍ଥାୟୀଭାବେର ନିର୍ଦ୍ଦେଶ — ୨. Fixity.
ବିଶେଷଣ -
[ସମ୍ପାଦନା]- ୧. ସ୍ଥାୟୀ —୧. Permanent.
- ୨. ନିର୍ଦିଷ୍ଟ —୨. Ascertained;fixed