Jump to content

ମୁକାଏମ

ଉଇକିଅଭିଧାନ‌ରୁ

ମୁକାଏମ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - (କଚିରିଆ) (ଫାରାସୀ - ମୋକାଏମ୍)

[ସମ୍ପାଦନା]
୧. ପ୍ରତିନିଧି —୧. Representative.
୨. ସ୍ଥଳାଭିଷକ୍ତ ବ୍ୟକ୍ତି; କୌଣସି ବ୍ୟକ୍ତି ପରିବର୍ତ୍ତରେ ଉପସ୍ଥିତ ବ୍ୟକ୍ତି —୨. A person who steps into the place of another; a substitute.