ମୁକାତା ଦାନ୍ତୀ
ଦେଖଣା
ମୁକାତା ଦାନ୍ତୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁକାତା ଦାନ୍ତୀ
|
(ମୁକୁତା ଦାନ୍ତିଆ, ମୁକୁତା ଦନ୍ତା—ପୁଂ)
ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ମୁକ୍ତାଦନ୍ତୀ)
[ସମ୍ପାଦନା]ମୁକ୍ତାପନ୍ତି ପରି ଦନ୍ତ ବିଶିଷ୍ଟା (ସ୍ତ୍ରୀ) —(a woman) Having teeth resembling a row of pearls.