ମୁକାବିଲା
ଦେଖଣା
ମୁକାବିଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁକାବିଲା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁକାବାଲା)
[ସମ୍ପାଦନା]- ୧. ସମ୍ମୁଖବର୍ତ୍ତିତା; ଉପସ୍ଥିତ —୧. Presence.
- ୨. ପ୍ରତ୍ୟକ୍ଷ କରିବା; ମୁଆଜା —୨. Confronting.
- ୩. ତୁଳନା — ୩. Comparison; comparing.
- ୪. ମିଳନ; ସାକ୍ଷାତ୍; ହାବୁଡ଼ିବା —୪. Interview; meeting; encounter.
- ୫. ପରୀକ୍ଷା — ୫. Examination; testing.
- ୬. ଦୁଇ ପକ୍ଷଙ୍କ ଉପସ୍ଥିତିରେ କୌଣସି ବିଷୟ ପ୍ରମାଣିତ ହେବା ବା ତର୍କ ବିତର୍କଦ୍ୱାରା ସ୍ଥିରୀକରଣ —୬. Settling or proving a matter in the presence of both the contending parties.
[ଦ୍ରଷ୍ଟବ୍ୟ —ଏହାର ସଙ୍କେତି ମୁ]
- ୭. ସମ୍ମୁଖ ଯୁଦ୍ଧ —୭. Fight; hand to hand fight.