ମୁକାବିଲା ବନ୍ଦୋବସ୍ତ
ଦେଖଣା
ମୁକାବିଲା ବନ୍ଦୋବସ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁକାବିଲା ବନ୍ଦୋବସ୍ତ
|
ଦେଶଜ - ବିଶେଷ୍ୟ - (କଚିରିଆ)
[ସମ୍ପାଦନା]ଥରେ ହୋଇ ଯାଇ ଥିବା ରାଜସ୍ୱ ବନ୍ଦୋବସ୍ତ ସଂକ୍ରାନ୍ତ କାଗଜପତ୍ରକୁ ମୁକାବିଲା କରି ସଂଶୋଧନ କରିବା ପାଇଁ କିଛିଦିନ ପରେ କରାଯିବା ସାନୀ ବନ୍ଦୋବସ୍ତ —Revision Settlement.