ମୁକାବିଲେ
ସାମନାରେ; ସାକ୍ଷାତରେ; ଉପସ୍ଥିତିରେ —In the presence of
ଦ୍ର—ଏହା ଅନ୍ୟ ବ୍ୟକ୍ତି ବାଚକ ଶବ୍ଦ ପୂର୍ବେ ମୁ ସାଙ୍କେତିକ ରୂପେ ବ୍ୟବହୃତ ହୁଏ, ଯାଥା— ମୁ ମେନେଜର=ମେନେଜରଙ୍କ ମୁକାବିଲାରେ ବା ସାକ୍ଷାତରେ]