ମୁକାର
ଦେଖଣା
ମୁକାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁକାର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅହଂଗୁଣ; ଅହମିକା —୧. Egoism.
(ଉ—ବର୍ତ୍ତମାନ ଜାଣିକରି ମୁକାର ବହଇ—ପ୍ରାଚୀ. ଶ୍ରୀଗୁରୁଭକ୍ତିଗୀତା)
- ୨. ଗର୍ବ; ଅହଂକାର —୨. Pride.
ମୁକାର
|
(ଉ—ବର୍ତ୍ତମାନ ଜାଣିକରି ମୁକାର ବହଇ—ପ୍ରାଚୀ. ଶ୍ରୀଗୁରୁଭକ୍ତିଗୀତା)