Jump to content

ମୁକା ଖୁରୁଡ଼

ଉଇକିଅଭିଧାନ‌ରୁ

ମୁକା ଖୁରୁଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ ଜିଲ୍ଲା) ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଖୁରୁଡ଼ ନଡ଼ିଆର ଭିତର ପାଣି ଶୁଖି ନଥିବାରୁ ଶସ ସଢ଼େଇରୁ ଛାଡ଼ି ନ ଥାଏ ଓ ଯାହାକୁ ହଲାଇଲେ ଖଡ଼ ଖଡ଼ ବାଜେ ନାହିଁ —The cocoanut of which the kernel is not fully dried and which does not produce anu sound when shaken by the hand.