ମୁକୁଟ
ମୁକଟ (ଦେଖ) - Muakuṭa (See)
ଶ୍ରେଷ୍ଠ; ପ୍ରଧାନ —Chief.
[ଉ—ବୀରମୁକୁଟେ ପତ୍ର କରି ଦତ୍ତ, ବିନ୍ୟସ୍ତ ଯେ ପ୍ରଦୀପେ କଲେ ହସ୍ତ—ଭଞ୍ଜ ବୈଦେହୀଶବିଲାସ ]