ମୁକୁତା ଜାଲି
ଦେଖଣା
ମୁକୁତା ଜାଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁକୁତା ଜାଲି
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମୁକ୍ତା+ଜାଲ)
[ସମ୍ପାଦନା]ମୁକ୍ତା ଗୁନ୍ଥା ହୋଇଥିବା ଜାଲ ପରି ଅଳଙ୍କାରବିଶେଷ —An ornament of pearls strung into a net.
[ଉ— କିଶୋରି ! ମୁକୁତାଜାଲି ପାଟଙ୍କ, ଦୋହଲିବା ଦେଖି, ଘୂର ହୁଏ ଆଖି, ପୂର୍ବର ଦୂରିତ ପଙ୍କରେ —କବିସୂର୍ଯ୍ୟ ସଙ୍ଗୀତ]