Jump to content

ମୁକୁତା ଶାମୁକା

ଉଇକିଅଭିଧାନ‌ରୁ

ମୁକୁତା ଶାମୁକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁକ୍ତାଶମ୍ୱୁକ)

[ସମ୍ପାଦନା]

ଯେଉଁ ଶମ୍ୱୁକର ଖୋଳଭିତରୁ ମୁକ୍ତା ମିଳେ —Pearl-oyster.

[ଦ୍ରଷ୍ଟବ୍ୟ —କେତେକ ଅଞ୍ଚଳରେ ସମୁଦ୍ର— ଗର୍ଭରୁ ମିଳୁଥିବା ଶାମୁକାକୁ ଦୁଇ ଫାଳ କରି ଦେଲେ କେତେକ ଶାମୁକାର ଦୁଇ ଫାଳର ଗର୍ଭ ପାଖରେ ମୁକ୍ତା ଲାଗିଥାଏ ଓ ଶାମୁକାଦେହରୁ ତାହା ପୃଥକ୍ କରି କଢ଼ାଯାଏ]