ମୁକୁନ୍ଦ
ଦେଖଣା
ମୁକୁନ୍ଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ମୁକୁମ୍=ମୋକ୍ଷ+ଦା ଧାତୁ ଦେବା+କର୍ତ୍ତୃ. ଅ; ଯେ ମୋକ୍ଷ ଦିଅନ୍ତି)
[ସମ୍ପାଦନା]- ୧. (ମୁକ୍ତିଦାତା) ବିଷ୍ଣୁ —୧. Bishṇu.
- ୨. ପାରଦ —୨. Mercury; quicksilver.
- ୩. କୁବେରଙ୍କୁ ନିଧି ବିଶେଷ — ୩. Name of a particular gem possessed by kubera.
- ୪. କୁନ୍ଦୁରୁଖୁଟି —୪. Gum Oilbanum.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଲୋକଙ୍କୁ ଦିଆଯିବା ନାମ —୧. A name given to persons.
- ୨. ଅଚ୍ୟୁତାନନ୍ଦଙ୍କ ଦ୍ୱାଦଶ ଶିଷ୍ୟା ମଧ୍ୟରୁ ଅନ୍ୟତମ —୨. One of the twelve disciples of Achyutānanda Dāsa of Nemāḻa.