Jump to content

ମୁକୁନ୍ଦରାମ ଚକ୍ରବର୍ତ୍ତୀ

ଉଇକିଅଭିଧାନ‌ରୁ

ମୁକୁନ୍ଦରାମ ଚକ୍ରବର୍ତ୍ତୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବଙ୍ଗ ଭାଷାରେ କବି- କଙ୍କଣ ଚଣ୍ଡୀର ରଚୟିତା କବି —Name of a Bengalee poet of the ୧୬th and ୧୭th centuries A. D.

[ଦ୍ରଷ୍ଟବ୍ୟ —ଏହାଙ୍କ ଜନ୍ମ ବର୍ଦ୍ଧମାନ ଜିଲ୍ଲାରେ ଖ୍ରୀଷ୍ଟୀୟ ଷୋଡ଼ଷ ଶତାବ୍ଦୀରେ ହୋଇଥିଲା ବର୍ଦ୍ଧମାନର ତଦାନୀନ୍ତନ ନବାବଙ୍କ ବିରାଗ- ଭାଜନ ହୋଇ ଏ ଜନ୍ମଭୂମି ଛାଡ଼ି ମେଦିନୀପୁର ଜିଲ୍ଲାର ଆଣ୍ଡବା ଗ୍ରାମରେ ବାସ କଲେ ଓ ସେଠାରେ ରାଜା ଏହାଙ୍କୁ ରାଜପୁତ୍ରଙ୍କ ଶିକ୍ଷକ ନିଯୁକ୍ତ କଲେ ଏ ସେହିଠାରେ ବଙ୍ଗ ଭାଷାରେ 'ଚଣ୍ଡୀ' ରଚନା କଲେ ଉକ୍ତ ରାଜା ତାଙ୍କୁ କବି- କଙ୍କଣ ଉପାଧି ଦେଇଥିଲେ ଓ ତାଙ୍କ ଗ୍ରନ୍ଥ 'କବିକଙ୍କଣ ଚଣ୍ଡୀ' ନାମରେ ପ୍ରସିଦ୍ଧ ରାମାୟଣ ରଚୟିତା କୃତ୍ତିବାସଙ୍କ ପରବର୍ତ୍ତା କାଳର ଏ କବି ତାଙ୍କ ଭାଷା ଅପେକ୍ଷାକୃତ ମାଜତ ଓ ତାଙ୍କ ରଚନା ବିବିଧ ଛନ୍ଦୋବନ୍ଧ—ସୁବଳ— ଚନ୍ଦ୍ର]