Jump to content

ମୁକୁଳିତ

ଉଇକିଅଭିଧାନ‌ରୁ

ମୁକୁଳିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ମୁକୁଳ+ଜାତାର୍ଥେ. ଇତ)

[ସମ୍ପାଦନା]
୧. ଅର୍ଦ୍ଧମୁଦ୍ରିତ — ୧. Half—closed.
୨. ଅର୍ଦ୍ଧ ବିକଶିତ — ୨. Half-opened.
୩. ମୁକୁଳ ଯୁକ୍ତ —୩. Budded; blossomed.