ମୁକୁଶିଆଳି
ଦେଖଣା
ମୁକୁଶିଆଳି
ଉଚ୍ଚାରଣ
[ସମ୍ପାଦନା](ମୁକୁଶାଳି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖଶାଳା)
[ସମ୍ପାଦନା]ଦେଉଳର ସମ୍ମୁଖାର୍ଦ୍ଧ ମଣ୍ଡପ —The front half of a temple.
[ଦ୍ରଷ୍ଟବ୍ୟ —'ଦେଉଳକୁ ମୁକୁଶିଆଳି ବିଳିଯିବା ନ୍ୟାୟ'—ଢଗ ସାଧାରଣତଃ ଦେଉଳଠାରୁ ମୁକୁଶିଆଳି ଛୋଟ ହୁଏ କିନ୍ତୁଦେଉଳ ଅପେକ୍ଷା ମୁକୁଶିଆଳି ବଡ଼ ହେଲେ ତାହା ଅସୁନ୍ଦର ଦେଖାଯାଏ ଆୟରୁ ବ୍ୟୟ ବେଶୀ ହେବା ସ୍ଥଳରେ ଏ ଢଗ ବୋଲାଯାଏ]