Jump to content

ମୁକ୍ତଲଜ୍ଜ

ଉଇକିଅଭିଧାନ‌ରୁ

ମୁକ୍ତଲଜ୍ଜ

ଉଚ୍ଚାରଣ

[ସମ୍ପାଦନା]
(ମୁକ୍ତଲଜ୍ଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ମୁକ୍ତ+ଲଜ୍ଜା)

[ସମ୍ପାଦନା]

ତ୍ୟକ୍ତଲଜ୍ଜ; ନିର୍ଲଜ୍ଜ (ହିନ୍ଦୀ - ଶ) —Shameless.