ମୁକ୍ତଳିବା
ଦେଖଣା
ମୁକ୍ତଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁକ୍ତଳିବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଚ୍ ଧାତୁରୁ ମୁକ୍ତ)
[ସମ୍ପାଦନା]- ୧. ମୁକ୍ତି ପାଇବା; ମୁକ୍ତିଲାଭ କରିବା —୧. To be set free; to be liberated; to be freed.
- ୨. ଆସନ୍ତ ବିପଦରୁ ଉଦ୍ଧାର ପାଇବା — ୨. To be delivered from an impending danger.
- ୩. କାରାମୁକ୍ତ ହେବା —୩. To be released from confinement.