Jump to content

ମୁକ୍ତା

ଉଇକିଅଭିଧାନ‌ରୁ

ମୁକ୍ତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁକ୍ତ+ସ୍ତ୍ରୀ.ଆ)

[ସମ୍ପାଦନା]
୧. ମୋତି; ଶୁକ୍ତିରୁ ବା ଶାମୁକାରୁ ଜାତ ମଣି —୧. Pearl.

[ଦ୍ରଷ୍ଟବ୍ୟ —ଏଥିର ଅପଭ୍ରଂଶ ମୁକୁତା ହିନ୍ଦୁଶାସ୍ତ୍ର ଅନୁସାରେ ମ କ୍ତା ଶୁକ୍ତି ବା ଶାମୁକା, ଶଙ୍ଖ, ଗଜମସ୍ତକ, ଭେକମସ୍ତକ (ମତାନ୍ତରରେ ମେଘ), ବରାହ ମସ୍ତକ, ସର୍ପମସ୍ତକ, ବେଣୁ ବା ବଂଶବୃକ୍ଷ ଓ ମତ୍ସ୍ୟମସ୍ତକରୁ ଉତ୍ପନ୍ନ ହୁଏ ଏହା ନବରନ୍ନ ମଧ୍ୟରେ ଏକତମ ଏହା ଅଳଙ୍କାରରେ ଲାଗେ ଏବଂ ଜାରିତ ଓ ଶୋଧିତ ହୋଇ ଔଷଧରେ ମଧ୍ୟ ବ୍ୟବହୃତ ହୁଏ]

୨. ବେଶ୍ୟା — ୨. Harlot; prostitute.
୩. ପୁଂଶ୍ଚଳୀ —୩. An adulteress.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁକ୍ତାମଣି ନାମ୍ନୀ ସ୍ତ୍ରୀର ଡାକନାମ —Name for calling a woman, named Muktāmaṇī.

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମୁକ୍ତର ସ୍ତ୍ରୀଲିଙ୍ଗ)

[ସମ୍ପାଦନା]
୧. ନଗ୍ନା —୧. Naked (feminine).
୨. ଅବନ୍ଧା —୨. Untied; loosened; unbound.