ମୁକ୍ତାବର୍ଚ୍ଚାଃ
ଦେଖଣା
ମୁକ୍ତାବର୍ଚ୍ଚାଃ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁକ୍ତାବର୍ଚ୍ଚାଃ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମୂଷାକାନୀ; ସ୍ମହୀଆଦି ବର୍ଗର ବର୍ଷାୟୁଃ ବନ୍ୟ ଶାକ ବିଶେଷ —Acalypha Indica (plant).
[ଦ୍ରଷ୍ଟବ୍ୟ —ଏହାର ପତ୍ର ଏକୋତ୍ତର ଓ ପତ୍ରର ଧାର କଟା- କଟା; ଏହା ଔଷଧରେ ଲାଗେ ଫୁଲର ତଳ ପାଖୁଡ଼ା ମୂଷାର କାନ ପରି ତଳକୁ ଝୁଲି ଥାଏ ଏହା ବମନକାରକ, ବିରେଚକ ଓ ବାତ ଶ୍ଲେଷ୍ମ ନାଶକ; ଏହା
କାଶ, ଶ୍ୱାସ, ଜ୍ୱର ଓ ବିଷ ରୋଗରେ ପ୍ରଯୁକ୍ତ ହୁଏ ଏହାର ରସ ପାନ କଲେ କଫ ନିର୍ଗତ ହୁଏ ଓ ବମନ ହୁଏ ଏହା ବାଟି ଗୁହ୍ୟଦେଶରେ ପ୍ରଲେପ ଦେଲେ ଶିଶୁମାନଙ୍କର ବିରୋଚନ ହୁଏ—ଦ୍ରବ୍ୟଗୁଣ]