Jump to content

ମୁକ୍ତାମାଳା

ଉଇକିଅଭିଧାନ‌ରୁ

ମୁକ୍ତାମାଳା

ଉଚ୍ଚାରଣ

[ସମ୍ପାଦନା]

(ମୁକ୍ତାମାଳ—ଦେଶଜ ରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍, ମୁକ୍ତାର ମାଳା)

[ସମ୍ପାଦନା]

ମୁକ୍ତାଗ୍ରଥିତ ହାର — A necklace or string of pearls.