ମୁକ୍ତାର୍
ଦେଖଣା
ମୁକ୍ତାର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୁକ୍ତିଆର, ମୁକ୍ତ୍ୟାର ଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - (ଆରବୀ - ମୁଖ୍ତାର୍)
[ସମ୍ପାଦନା]- ୧. ଅଦାଲତରେ ମକଦ୍ଦମାରେ ଯାବତୀୟ କାର୍ଯ୍ୟ କରିବା ପାଇଁ ପକ୍ଷମାନଙ୍କ ପ୍ରତିନିଧି — ୧. A representative of a party in a court.
- ୨. ନିମ୍ନଶ୍ରେଣୀର ଆଇନ୍ ବ୍ୟବସାୟୀ — ୨. A lawyer of the lowest grade.
- ୩. କ୍ଷମତାପ୍ରାପ୍ତ କାରପରଦାଜ୍; ଏଜେଣ୍ଟ୍ — ୩. Authorised agent.
[ଦ୍ରଷ୍ଟବ୍ୟ —ସାଧାରଣତଃ ସମସ୍ତ କାର୍ଯ୍ୟ କରିବା ପାଇଁ କ୍ଷମତାପ୍ରାପ୍ତ ବ୍ୟକ୍ତିକୁ ଆମ୍— ମୁକ୍ତାର ଓ କାର୍ଯ୍ୟବିଶେଷ କରିବା ପାଇଁ କ୍ଷମତାପ୍ରାପ୍ତ ବ୍ୟକ୍ତିକୁ ଖାସ୍ ମୁକ୍ତାର ବୋଲାଯାଏ ]