Jump to content

ମୁକ୍ତାସ୍ଫୋଟ

ଉଇକିଅଭିଧାନ‌ରୁ

ମୁକ୍ତାସ୍ଫୋଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁକ୍ତା+ସ୍ଫୁଟ୍ ଧାତୁ=ବିକଶିତ ହେବା+ ଅଧିକରଣ. ଅ; ଯାହା ମଧ୍ୟରେ ମୁକ୍ତା ବିକଶିତ ହୁଏ)

[ସମ୍ପାଦନା]

ମୁକ୍ତା ଶୁକ୍ତି; ଶାମୁକା —Oyster.