ମୁକ୍ତା ଫଳ
ଦେଖଣା
ମୁକ୍ତା ଫଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୂପକ)
[ସମ୍ପାଦନା]- ୧. ମୁକ୍ତା; ମୌକ୍ତିକ —୧. Pearl.
- ୨. ସୀତା ଫଳ;ଆତ —୨. The custard apple.
- ୩. କର୍ପୂର —୩. Camphor.
- ୪. ବୋପ- ଦେବ କୃତ ଗ୍ରନ୍ଥବିଶେଷ —୪. Name of a treatise by Bopadeba.
- ୫. ନଅର କୋଳି (ହିନ୍ଦୀ - ଶ.) (ଦେଖ) - —୫. Na-ara koḻ (See)