Jump to content

ମୁକ୍ତା ହାର

ଉଇକିଅଭିଧାନ‌ରୁ

ମୁକ୍ତା ହାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମୁକ୍ତାର ହାର)

[ସମ୍ପାଦନା]

ମୁକ୍ତାଗ୍ରଥିତ ହାର; ମୋତି ମାଳ —A necklace or string of pearls.

ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ମୁକ୍ତ ହୋଇଅଛି ଆହାର ଯହିଁରେ)

[ସମ୍ପାଦନା]

ଉପବାସ —Fasting.