ମୁକ୍ତିଆରଖାନା
ଦେଖଣା
ମୁକ୍ତିଆରଖାନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୁକ୍ତିଆରଖାନା
|
(ମୁକ୍ତା[କ୍ତ୍ୟା]ରଖାନା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଆରବୀ - ମୁଖ୍ତାର୍ଖାନାହ୍)
[ସମ୍ପାଦନା]କଚେରି ସମୟରେ ମିସଲରେ କାର୍ଯ୍ୟ କରୁ ନ ଥିବା ମୁକ୍ତିଆରମାନେ ଯେଉଁ ଗୃହରେ ବିଶ୍ରାମ କରନ୍ତି — The bar library for the muktars.