ମୁକ୍ତିଆରୀ
ଦେଖଣା
ମୁକ୍ତିଆରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମୁକ୍ତା[କ୍ତ୍ୟା]ରୀ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. ମୁକ୍ତିଆରଙ୍କ କାର୍ଯ୍ୟ —୧. Muktarship.
- ୨. ଅଦାଲତରେ କୌଣସି ବ୍ୟକ୍ତିର ମୁକ୍ତାରସ୍ୱରୂପ ପକ୍ଷ ସମର୍ଥନ —୨. Pleading the cause of a person in the court as his muktar.
ବିଶେଷଣ -
[ସମ୍ପାଦନା]- ୧. ମୁକ୍ତାରସମ୍ୱନ୍ଧୀୟ —୧. Relating to a muktar.
(ଯଥା—ମୁକ୍ତିଆରୀ ପରୀକ୍ଷା)
- ୨. ମୁକ୍ତାରଙ୍କ ଉପଯୋଗୀ —୨. Becoming or befitting a muktear.
(ଯଥା—ମୁକ୍ତିଆରୀ ପୋଷାକ)