Jump to content

ମୁକ୍ତିଆର ନାମା

ଉଇକିଅଭିଧାନ‌ରୁ

ମୁକ୍ତିଆର ନାମା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୁଖ୍ତାର୍ ନାମା)

[ସମ୍ପାଦନା]
୧. ଯେଉଁ ଦଲିଲଦ୍ୱାରା ପକ୍ଷ କୋଟ୍ରେ ଆପଣାର ପକ୍ଷ ସମର୍ଥନ କରିବା ପାଇଁ ମୁକ୍ତିଆର ନିଯୁକ୍ତ କରେ — ୧. A power of attorney given by a party to his muktar.
୨. କ୍ଷମତାପତ୍ର — ୨. power of attorney.

[ଦ୍ରଷ୍ଟବ୍ୟ —ସାଧାରଣ କାର୍ଯ୍ୟ ପାଇଁ ପ୍ରଦତ୍ତ କ୍ଷମତାପତ୍ରକୁ କ୍ଷମତାପତ୍ରକୁ ଆମ୍ ମୁକ୍ତିଆରନାମା ଓ କାର୍ଯ୍ୟ ବିଶେଷ ପାଇଁ ପ୍ରଦତ୍ତ କ୍ଷମତାପତ୍ରକୁ ଖାସ୍ ମୁକ୍ତିଆର ନାମା ବୋଲାଯାଏ ]