ମୁକ୍ତିଦ
(ମୁକ୍ତିଦାତା; ମୁକ୍ତିଦାୟକ—ଅନ୍ୟରୂପ)
(ମୁକ୍ତିଦା, ମୁକ୍ତିଦାତ୍ରୀ, ମୁକ୍ତିଦାୟିକା—ସ୍ତ୍ରୀ)
ପରିତ୍ରାତା; ମୋକ୍ଷକର୍ତ୍ତା —Deliverer; saviour.