ମୁକ୍ତି କଇବଲ
ଦେଖଣା
ମୁକ୍ତି କଇବଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁକ୍ତି କଇବଲ
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମୁକ୍ତିକୈବଲ୍ୟ)
[ସମ୍ପାଦନା]କୈବଲ୍ୟ ମୁକ୍ତି —Final beatitude attained by the human soul.
(ଉ— ତୋହର ଅଙ୍ଗ ଲାଗି ତୁଲ, ଭୋଗ ସେ ମୁକ୍ତି କଇବଲ—ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା)