ମୁକ୍ତି ପଞ୍ଜର
ଦେଖଣା
ମୁକ୍ତି ପଞ୍ଜର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବ୍ରତ ବିଶେଷ —Name of religious observance.
[ଦ୍ରଷ୍ଟବ୍ୟ —ସମ୍ୱତ୍ସରର ଆଦ୍ୟ ଦିନ ଫାଲ୍ଗୁନ ପୂର୍ଣ୍ଣିଠାରୁ ଆରମ୍ଭ କରି ପ୍ରତିମାସର ପ୍ରଥମ ଦିନ ଶ୍ରୀ ଭଗବାନଙ୍କର ଦ୍ୱାଦଶନାମାନୁସାରେ ଦ୍ୱାଦଶ ମୂର୍ତ୍ତି ନିର୍ମାଣଁ କରି ଭକ୍ତମାନେ ଓ ସାମ୍ୱତ୍ସରିକ ବ୍ରତ ଅନୁଷ୍ଠାନ କରନ୍ତି ମଦନମୋହନ.ତୀର୍ଥଦର୍ଶନ ୫ ମ ]