ମୁକ୍ତି ପତ୍ର
ଦେଖଣା
ମୁକ୍ତି ପତ୍ର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୁକ୍ତି ପତ୍ର
|
ଦେଶଜ - ବି—(କଚିରିଆ)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ବନ୍ଧନ ଆଦିରୁ ମୁକ୍ତି ପାଇବାର ନିଦର୍ଶନ ବା ଆଦେଶ- ଲିପି —୧. An order for release.
- ୨. କୌଣସି ସମ୍ପତ୍ତିରେ ବା ଧନରେ ଥିବା ଆପଣାର ଦାବିକୁ ବା ସ୍ୱତ୍ୱକୁ ଅନ୍ୟ ବ୍ୟକ୍ତିର ପକ୍ଷରେ ପକ୍ଷରେ ପରିତ୍ୟାଗ କରିବାର ନିଦର୍ଶନ ଦଲିଲ —୨. A deed of release regarding any title or claim to a property; a deed of waiver of one's title or claim to a property.