ମୁକ୍ତି ଫଉଜ
ଦେଖଣା
ମୁକ୍ତି ଫଉଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁକ୍ତି ଫଉଜ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗରୀବ ଲୋକଙ୍କୁ ଓ ଦୁଷ୍କ୍ରୀୟାରତ ବ୍ୟକ୍ତିମାନଙ୍କୁ ସତ୍ଶିକ୍ଷା ଦେବା ଓ ସଦୁପାୟ ଅବଲମ୍ୱନ କରାଇବା ପାଇଁ ପ୍ରଥମେ ଇଂଲାଣ୍ଡରେ ଜେନେରଲ୍ ବୁଥ୍ ନାମକ ପାଦ୍ରୀଙ୍କଦ୍ୱାରା ପ୍ରତିଷ୍ଠିତ ଓ ପରେ ସଭ୍ୟ ଜଗତର ସର୍ବାଞ୍ଚଳରେ ପ୍ରତିଷ୍ଠିତ ଧର୍ମ ସମ୍ପ୍ରଦାୟ —The Oriya rendering of the "Salvation Army" Started by the late General Booth.