ମୁକ୍ତ କଚ୍ଛ
ଦେଖଣା
ମୁକ୍ତ କଚ୍ଛ
ଉଚ୍ଚାରଣ
[ସମ୍ପାଦନା](ମୁକ୍ତ କଚ୍ଛା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ମୁକ୍ତ ହୋଇଅଛି କଚ୍ଛା ଯାହାର)
[ସମ୍ପାଦନା]ଯେଉଁ ଲୋକ ଲୁଗା ପିନ୍ଧି କଛା ମାରି ନ ଥାଏ, ଅର୍ଥାତ୍, ଫାଲଟା କରି ଲୁଗା ପିନ୍ଧିଥାଏ — Wearing a cloth round the waist without having one end tucked down the privities.
ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ବୌଦ୍ଧଧର୍ମାବଳମ୍ୱୀ ସଂପ୍ରଦାୟ ବିଶେଷ (ଏମାନେ କଛା ମାରୁ ନ ଥିବାରୁ) —Name applied to a sect of Buddhists.