Jump to content

ମୁକ୍ତ କଞ୍ଚୁକ

ଉଇକିଅଭିଧାନ‌ରୁ

ମୁକ୍ତ କଞ୍ଚୁକ

ଉଚ୍ଚାରଣ

[ସମ୍ପାଦନା]

ମୁକ୍ତ କଞ୍ଚୁକା, ମୁକ୍ତ ନିର୍ମୋକା ସ୍ତ୍ରୀ

(ମୁକ୍ତ ନିର୍ମ୍ମୋକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହ; ମୁକ୍ତ ହୋଇଅଛି କଞ୍ଚୁକ ଯାହାର)

[ସମ୍ପାଦନା]
୧. ନିର୍ମୋକ ବା କାତି ଛାଡ଼ି ଥିବା (ସାପ) —୧. Having cast its skin or slough (said of snake).
୨. ଯେ ଦେହରୁ ସାଞ୍ଜୁ କାଢି ଅଛି ୨. Having put off one's armour or coat of mail.
୩. ଯେ ଦେହକୁ ଜାକେଟ୍ ବା କାଞ୍ଚଲା କାଢ଼ି ଅଛି —୩. Having taken off the jacket or bodice from the body.