Jump to content

ମୁକ୍ତ କଣ୍ଠ

ଉଇକିଅଭିଧାନ‌ରୁ

ମୁକ୍ତ କଣ୍ଠ

ଉଚ୍ଚାରଣ

[ସମ୍ପାଦନା]
(ମୁକ୍ତ କଣ୍ଠା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମୁକ୍ତ+କଣ୍ଠ)

[ସମ୍ପାଦନା]
୧. ଉଚ୍ଚୈଃସ୍ୱର; ଅନବରଦ୍ଧ କଣ୍ଠ ସ୍ୱରସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି) — or loud voice.
୨. ଅନବରୁଦ୍ଧ କଣ୍ଠସ୍ୱର ବିଶିଷ୍ଟ —୨. Having a loud or unchoked voice.