ମୁକ୍ତ କଣ୍ଠରେ
ଦେଖଣା
ମୁକ୍ତ କଣ୍ଠରେ
ଉଚ୍ଚାରଣ
[ସମ୍ପାଦନା](ମକ୍ତ କଣ୍ଠେ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୁକ୍ତ କଣ୍ଠରେ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଅନବରୁଦ୍ଧ କଣ୍ଠ ସ୍ୱରରେ; ସ୍ପଷ୍ଟ ସ୍ୱରରେ —୧. In clear or unchoked voice; in an outspoken manner.
- ୨. ଉଚ୍ଚୈଃସ୍ୱରେ; ବଡ଼ ପାଟି କରି — ୨. Loudly; aloud.
(ଉ—ସତ୍ୟମଣି ଲୋକେ ମୁକ୍ତ କଣ୍ଠେ କଲେ ରାଜାଙ୍କ ପ୍ରଶଂସାବାଦ ରାଧାନାଥ. ପାର୍ବତୀ)