Jump to content

ମୁକ୍ତ କେଶ

ଉଇକିଅଭିଧାନ‌ରୁ

ମୁକ୍ତ କେଶ

ଉଚ୍ଚାରଣ

[ସମ୍ପାଦନା]
(ମୁକ୍ତକେଶା, ମୁକ୍ତକେଶୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମୁକ୍ତ+କେଶ)

[ସମ୍ପାଦନା]

ଆଲୁଳାୟିତ କୁନ୍ତଳ; ମୁକୁଳା ବାଳ; ଉନ୍ମୁକ୍ତ କେଶ —Dishevelled hair; hair let loose; flowing hair.

ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]

ଉନ୍ମୁକ୍ତ କେଶ ବିଶିଷ୍ଟ; ଯାହା ବାଳ ମୁରୁଳା ହୋଇଅଛି — Having one's hair dishevelled.