ମୁକ୍ତ କେଶୀ
ଦେଖଣା
ମୁକ୍ତ କେଶୀ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ— (ଆଲୁଳାୟିତ କେଶବିଶିଷ୍ଟା)
କାଳୀ ଦେବୀ — Goddess Kāḻī (represented with flowing hair).
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଏହି ଅର୍ଥରେ ଏହି ଶବ୍ଦ; ସଂସ୍କୃତ - ମୁକ୍ତାକେଶୀ)
[ସମ୍ପାଦନା]ବଡ଼ ବାଇଁଗଣି ରଙ୍ଗର ବାଇଗଣ —A species of big brinjal of violet colour.