Jump to content

ମୁକ୍ତ ଦ୍ୱାର

ଉଇକିଅଭିଧାନ‌ରୁ

ମୁକ୍ତ ଦ୍ୱାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମୁକ୍ତ+ଦ୍ୱାର)

[ସମ୍ପାଦନା]
୧. ମେଲା ହୋଇଥିବା କବାଟ —୧. Open door.
୨. ଅବାଧ ଗମନ —୨. Free access and egress.

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଯେଉଁ ଘରର କବାଟ ମେଲା ଥାଏ — (a house) With the door open.