ମୁକ୍ତ ପବନ
(ମୁକ୍ତବାୟୁ—ଅନ୍ୟରୂପ)
ଖୋଲା ହାଉଆ; ଯେଉଁ ବାୟୁ ବହିବା ବେଳେ କିଛି ବାଧା ପାଇ ନ ଥାଏ —Free air; air Which has met with no obstruction.