ମୁକ୍ତ ବେଣୀ
ଦେଖଣା
ମୁକ୍ତ ବେଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ମୁକ୍ତ+ବେଣୀ)
[ସମ୍ପାଦନା]- ୧. ଉନ୍ମୁକ୍ତ ବେଣୀ; ଯେଉଁ ବେଣୀ ଗୁଡ଼ିଆ ନ ହୋଇ ଲମ୍ୱି ଥାଏ —୧. The plaited hair hair hanging down; pigtail.
- ୨. ଉନ୍ନକ୍ତ ବା ଅବାଧ ସ୍ରୋତଃ —୨. Unobstructed current.
- ୩. ତ୍ରିବେଣୀ; ଗଙ୍ଗା ଯମୁନା ସରସ୍ୱତୀଙ୍କ ସଙ୍ଗମ —୩. The place where the current of the three rivers (the Ganges, the Jamuna and the Saraswatī) flow unobstructed.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଯାହାର ବେଣି ବନ୍ଧା ନ ହୋଇ ତଳକୁ ଲମ୍ୱିଅଛି —(a woman) With the plaited hair hanging down.